ନିରବୀ ଗଲେ ଭାରତର କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର । ମଲଟିପୁଲ ଅର୍ଗାନ ଫେଲ୍ୟୁର କାରଣରୁ ଫେବୃୟାରୀ ୬ ରବିବାର ଦିନ ସକାଳ ୮ଟା ୧୨ ମିନିଟରେ ୯୨ବର୍ଷ ବୟସରେ ଦେହାନ୍ତ ହୋଇସାରିଛି । ଜାନୁୟାରୀ ଆରମ୍ଭରୁ କରୋନା ଆକ୍ରାନ୍ତ ହୋଇ ମୁମ୍ବାଇର ବିଚକ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତୀ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି
#RIP #LataMangeshkar #Singer #ArgusNews